STORYMIRROR

ଫେସବୁକ ଗହନ ରାତିରେ କେହି ଜଣେ ଅ।ସେ ସାଇତି ଗୋପନୀୟ ପ୍ରିୟା କୁ ଝୁରି ଝୁରି ଆଖି ମାଗିବା କୁହ କାହିଁ ତ ଦିଶେନି ବିଶ୍ବରୁପ କହ ହସି କେମିତି କହିବି ପଲକ ରୁ ଲୁହ ଯାଇଛି ସୁଖୀ ଚଲାବାଟ ଅନିଚ୍ଛା ବଣିକ କେମିତି ସଙ୍ଗୀତ ସତରେ କିଏ ମୁଁ କହିବି

Oriya କେମିତି କହିବି କୁହ Poems